ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରମାଙ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରମାଙ୍କ   ବିଶେଷ୍ୟ

ଅର୍ଥ : କ୍ରମରେ ଲେଖାହୋଇଥିବା ବା ରଖାଯାଇଥିବା ବା ତିଆରି ହୋଇଥିବା ବସ୍ତୁ ଆଦିର ଆଗରେ କ୍ରମରେ ଲେଖା ବା ମାନି ନିଆଯାଇଥିବା ସଂଖ୍ୟା

ଉଦାହରଣ : କ୍ରମିକ ନମ୍ବର ଏକରେ ଲେଖା ଯାଇଥିବା କଥାରେ ମୁଁ ସମ୍ମତ ନୁହେଁ

ସମକକ୍ଷ : କ୍ରମସଂଖ୍ୟା, କ୍ରମିକ ନମ୍ବର


ଅନ୍ୟ ଭାଷାରେ ଅନୁବାଦ :

क्रम से लिखी हुई या रखी या बनाई हुई वस्तुओं आदि के आगे क्रम से लिखी या मानी हुई संख्या।

क्रमांक एक पर लिखी हुई बात से मैं सहमत नहीं हूँ।
क्रम-संख्या, क्रमांक, नंबर, नम्बर