ଅର୍ଥ : କୁମାର ହେବାର ଅବସ୍ଥା ବା ଭାବ
ଉଦାହରଣ :
ବ୍ରହ୍ମଚାରୀ ବ୍ରହ୍ମଚର୍ଯ୍ୟ ପାଳନକରି ନିଜର କୁମାରତ୍ୱ ରକ୍ଷା କରନ୍ତି
ସମକକ୍ଷ :
କୁମାରତା, କୁମାରତ୍ୱ
ଅନ୍ୟ ଭାଷାରେ ଅନୁବାଦ :
कुमार होने की अवस्था या भाव।
ब्रह्मचारी ब्रह्मचर्य का पालन करते हुए अपने कौमार्य की रक्षा करता है।
कुमारता,
कौमार,
कौमार्य
The condition or quality of being a virgin.
virginity