ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଶ   ବିଶେଷ୍ୟ

ଅର୍ଥ : ଆଜିକାଲିର ତିନି କିଲୋମିଟର ଦୂରତାର ଏକ ମାପ

ଉଦାହରଣ : ତାକୁ ସବୁଦିନ ଏକ କୋଶ ପର୍ଯ୍ୟନ୍ତ ପାଦରେ ଚାଲିବାକୁ ପଡ଼େ


ଅନ୍ୟ ଭାଷାରେ ଅନୁବାଦ :

दूरी की एक नाप जो आज-कल लगभग तीन किलोमीटर की होती है।

उसे रोज़ एक कोस तक पैदल चलना पड़ता है।
कोस, क्रोश

ଅର୍ଥ : ଦୁଧ ପିଇ ଜୀବନଯାପନ କରୁଥିବା ମଣିଷର ଗୁପ୍ତାଙ୍ଗ ତଳେ ଥିବା ଥଳୀ ଯେଉଁଥିରେ ଦୁଇଟି ଅଣ୍ଡାକୃତିର ମାଂସ ପିଣ୍ଡୁଳା ଥାଏ

ଉଦାହରଣ : ତାର ଅଣ୍ଡକୋଷରେ ଘା ହୋଇଛି

ସମକକ୍ଷ : ଅଣ୍ଡ, ଅଣ୍ଡକୋଷ, କୋଷ, ମୁଷ୍କ


ଅନ୍ୟ ଭାଷାରେ ଅନୁବାଦ :

दूध पीकर पलनेवाले जीवों के नरों की इंद्रिय के नीचे की थैली जिसमें दो गुठलियाँ होती हैं।

उसके अंडकोश में घाव हो गया है।
अंड, अंड कोश, अंड कोष, अंड-कोश, अंड-कोष, अंडकोश, अंडकोष, अण्ड, अण्ड कोश, अण्ड कोष, अण्ड-कोश, अण्ड-कोष, अण्डकोश, अण्डकोष, आँड, कोश, कोष, फोता, मुष्क, मुष्कर, रमण, लंगर, वृषण

The external pouch that contains the testes.

scrotum

ଅର୍ଥ : ରେଶମ କୀଟର କୋଷ ବା ଘର

ଉଦାହରଣ : ଗୋଟି ପୋକ ଖୋଳରେ ରହେ ଓ ବଢ଼େ

ସମକକ୍ଷ : କୋଷ


ଅନ୍ୟ ଭାଷାରେ ଅନୁବାଦ :

रेशम के कीड़े का कोश या घर।

रेशम के कीट कोए में पलते-बढ़ते हैं।
कुसियारी, कोआ, कोया, कोश, कोष

Outer sheath of the pupa of certain insects.

theca