ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୋଲୀ ଜାତିର ମହିଳା
ଉଦାହରଣ : କୋଲୀଆଣୀ ଜଳଘାଟରୁ ପାଣି ଭରିବାପାଇଁ ଯାଇଛି
ସମକକ୍ଷ : କୁଲୀଆଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
कोली जाति की महिला।
ଅର୍ଥ : କୋଲୀର ପତ୍ନୀ
ଉଦାହରଣ : କୋଲୀଆଣୀ ଲୁଗା ବୁଣିବାରେ କୋଲୀକୁ ସାହାଯ୍ୟ କରୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
कोली की पत्नी।
A married woman. A man's partner in marriage.
ସଂସ୍ଥାପନ କରନ୍ତୁ