ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋରିୟାଈ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋରିୟାଈ   ବିଶେଷ୍ୟ

ଅର୍ଥ : କୋରିୟା ଦେଶର ଭାଷା

ଉଦାହରଣ : ଶୃଙ୍ଖଳା କୋରିୟା ଯିବାପରେ କୋରିୟାଈ ଶିଖିଗଲା

ସମକକ୍ଷ : କୋରିୟା ଭାଷା


ଅନ୍ୟ ଭାଷାରେ ଅନୁବାଦ :

कोरिया देश की भाषा।

कोरिया जाने के बाद शृंखला ने कोरियाई सीख ली।
कोरियन, कोरियाई, कोरियाई भाषा, कोरियाई-भाषा

The Altaic language spoken by Koreans.

korean

ଅର୍ଥ : କୋରିୟା ଦେଶର ନିବାସୀ

ଉଦାହରଣ : ତୈରାକୀର ସ୍ୱର୍ଣ୍ଣ ପଦକ କୋରିୟାଈକୁ ମିଳିଲା

ସମକକ୍ଷ : କୋରିୟାବାସୀ


ଅନ୍ୟ ଭାଷାରେ ଅନୁବାଦ :

कोरिया देश का निवासी।

तैराकी का स्वर्ण पदक कोरियाई को मिला।
कोरियन, कोरिया वासी, कोरिया-वासी, कोरियाई, कोरियावासी

A native or inhabitant of Korea who speaks the Korean language.

korean

ଅର୍ଥ : ଯେଉଁ ଲିପିରେ କୋରିୟା ଭାଷା ଲେଖାଯାଏ

ଉଦାହରଣ : ଅନ୍ତତଃ ସେ କୋରିୟାଈ ଲେଖିବାରେ ସଫଳ ହେଲା

ସମକକ୍ଷ : କୋରିୟା ଲିପି


ଅନ୍ୟ ଭାଷାରେ ଅନୁବାଦ :

वह लिपि जिसमें कोरियाई भाषा लिखी जाती है।

अंततः वह कोरियाई लिखने में सफल हुआ।
कोरियाई, कोरियाई लिपि, कोरियाई-लिपि, हंगल, हंगुल

କୋରିୟାଈ   ବିଶେଷଣ

ଅର୍ଥ : କୋରିୟା ଭାଷାର ବା କୋରିୟା ଭାଷା ସହିତ ସଂବନ୍ଧିତ

ଉଦାହରଣ : ମନହରନ କୋରିୟାରେ ରହି କୋରିୟାଈ ସାହିତ୍ୟର ଆନନ୍ଦ ଲାଭକଲା