ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଡ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଡ୍‌   ବିଶେଷ୍ୟ

ଅର୍ଥ : ଗୁପ୍ତ ରୂପରେ ବାର୍ତ୍ତା ପଠାଇବା ବା ଉପସ୍ଥାପିତ କରିବାପାଇଁ ବ୍ୟବହାର କରାଯାଉଥିବା ସଂକେତ

ଉଦାହରଣ : ମେଜର ଗୁପ୍ତ ସଂକେତଦ୍ୱାରା ସୈନିକମାନଙ୍କୁ ବାର୍ତ୍ତା ପଠାଇଲେ

ସମକକ୍ଷ : କୂଟ ସଂକେତ, ଗୁପ୍ତ ସଂକେତ


ଅନ୍ୟ ଭାଷାରେ ଅନୁବାଦ :

गुप्त रूप से संदेश भेजने या रखने के लिए उपयोग में लाया जाने वाला संकेत।

मेजर ने कूट संकेत के द्वारा सैनिकों को संदेश भेजा।
कूट संकेत, कूट-संकेत, कोड

A coding system used for transmitting messages requiring brevity or secrecy.

code