ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋଟ   ବିଶେଷ୍ୟ

ଅର୍ଥ : ଇଂରେଜୀ ଶୈଳୀର ଏକ ପୋଷାକ ଯାହା ସାର୍ଟ, କୁର୍ତ୍ତା ଆଦି ଉପରେ ପିନ୍ଧାଯାଏ

ଉଦାହରଣ : ପଣ୍ଡିତ ନେହେରୁ ସବୁବେଳେ କୋଟ୍‌ରେ ଗୋଲାପଫୁଲ ଲଗାଉଥିଲେ


ଅନ୍ୟ ଭାଷାରେ ଅନୁବାଦ :

अंग्रेज़ी ढंग का एक वस्त्र जो क़मीज़, कुरते के ऊपर पहना जाता है।

नेहरूजी अपने कोट में गुलाब लगाया करते थे।
कोट

An outer garment that has sleeves and covers the body from shoulder down. Worn outdoors.

coat