ଅର୍ଥ : ଆଚାର୍ଯ୍ୟ କୋକଦେବଦ୍ବାରା ଲିଖିତ କାମଶାସ୍ତ୍ର ନାମକ ଏକ ଗ୍ରନ୍ଥ
ଉଦାହରଣ :
କୋକଶାସ୍ତ୍ରକୁ ମଧ୍ୟ କାମସୂତ୍ର ପରି ମର୍ଯ୍ୟଦା ମିଳେ
ସମକକ୍ଷ : କୋକଶାସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
आचार्य कोकदेव द्वारा लिखा गया कामशास्त्र नामक एक ग्रंथ।
कोकशास्त्र को भी कामसूत्र की तरह ही प्रसिद्धि मिली।(Hinduism) an ancient Sanskrit text giving rules for sensuous and sensual pleasure and love and marriage in accordance with Hindu law.
kamasutra