ଅର୍ଥ : ଏକ ପ୍ରକାର ଆମ୍ବ
ଉଦାହରଣ :
ଏହି କୈସୀପୁରା ଆମ୍ବରେ ଦାଗ ଲାଗି ଯାଇଛି
ସମକକ୍ଷ : କୈସୀପୁରା ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
Large oval tropical fruit having smooth skin, juicy aromatic pulp, and a large hairy seed.
mangoଅର୍ଥ : କୈସୀପୁରା ଆମ୍ବର ଗଛ
ଉଦାହରଣ :
ମୁଁ ଘର ପଛପଟେ ତିନିଟି କୈସୀପୁରା ଆମ୍ବ ଗଛ ଲଗାଇଥିଲି
ସମକକ୍ଷ : କୈସୀପୁରା ଆମ୍ବ ଗଛ, କୈସୀପୁରା ଗଛ
ଅନ୍ୟ ଭାଷାରେ ଅନୁବାଦ :
Large evergreen tropical tree cultivated for its large oval fruit.
mangifera indica, mango, mango tree