ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେନ୍ଦ୍ରୀଭୂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେନ୍ଦ୍ରୀଭୂତ   ବିଶେଷଣ

ଅର୍ଥ : ଗୋଟିଏ କେନ୍ଦ୍ରରେ ଏକାଠି କରାଯାଇଥିବା ବା ଗୋଟିଏ ସ୍ଥାନକୁ ଅଣାଯାଇଥିବା ବା ଆସିଥିବା

ଉଦାହରଣ : ଆଜି ଶିକ୍ଷକ ଯୋଗ ଅନ୍ତର୍ଗତ ଧ୍ୟାନକୁ କେନ୍ଦ୍ରିତ କରିବାପାଇଁ ଉପାୟ ବତାଇଲେ

ସମକକ୍ଷ : କେନ୍ଦ୍ରିତ


ଅନ୍ୟ ଭାଷାରେ ଅନୁବାଦ :

एक ही केंद्र में इकट्ठा किया हुआ या एक स्थान पर लाया या आया हुआ।

आज गुरुजी ने योग के अन्तर्गत ध्यान को केंद्रित करने के उपाय बताये।
केंद्रित, केंद्रीभूत, केन्द्रित, समाहित