ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେଂଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେଂଦ୍ର   ବିଶେଷ୍ୟ

ଅର୍ଥ : ଦେଶରେ ଶାସନ କରୁଥିବା ସରକାର ଯାହାଙ୍କ ମୁଖ୍ୟାଳୟ ଦେଶର ରାଜଧାନୀରେ ଥାଏ

ଉଦାହରଣ : କେନ୍ଦ୍ର ଚାଷୀଙ୍କ ନିମନ୍ତେ ନୂଆନୂଆ ଯୋଜନାସବୁ ପ୍ରଣୟନ କରୁଛି

ସମକକ୍ଷ : କେଂଦ୍ର ସରକାର, କେନ୍ଦ୍ର, କେନ୍ଦ୍ର ସରକାର

ଅର୍ଥ : ଜନ୍ମକୁଣ୍ଡଳୀରେ ଗ୍ରହଙ୍କ ପ୍ରଥମ, ଚତୁର୍ଥ, ସପ୍ତମ ଏବଂ ଦଶମତମ ସ୍ଥାନ

ଉଦାହରଣ : ଜ୍ୟୋତିଷେ କେନ୍ଦ୍ରକୁ ଶୁଭ ଫଳଦାୟୀ ବୋଲି କହୁଛନ୍ତି

ସମକକ୍ଷ : କେନ୍ଦ୍ର


ଅନ୍ୟ ଭାଷାରେ ଅନୁବାଦ :

जन्मकुंडली में ग्रहों का पहला, चौथा, सातवाँ और दसवाँ स्थान।

ज्योतिषी जी केंद्र को शुभ फलदायी बता रहे हैं।
केंद्र, केन्द्र

ଅର୍ଥ : ଆପଣଙ୍କ ରୁଚିଥିବା ବା ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିବା ବସ୍ତୁ

ଉଦାହରଣ : ପଡିଆର ଖେଳୁଥିବା ଖେଳାଳି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ

ସମକକ୍ଷ : କେନ୍ଦ୍ର


ଅନ୍ୟ ଭାଷାରେ ଅନୁବାଦ :

वह वस्तु जिसमें आपकी रुचि हो या जिस पर आपका ध्यान केंद्रित हो।

मैदान में खेल रहे खिलाड़ी दर्शकों के आकर्षण का केंद्र होते हैं।
केंद्र, केन्द्र

The object upon which interest and attention focuses.

His stories made him the center of the party.
center, center of attention, centre, centre of attention