ଅର୍ଥ : କୃତଜ୍ଞତା ସ୍ୱୀକାର କରି ଅଥବା କୃତଜ୍ଞତାର ସହିତ
ଉଦାହରଣ :
ଏହି ଲେଖା ଗୋଟିଏ ଇଂରେଜୀ ପତ୍ରିକାରୁ କୃତଜ୍ଞତାର ସହ ନିଆଯାଇଛି
ସମକକ୍ଷ : କୃତଜ୍ଞତାପୂର୍ବକ
ଅନ୍ୟ ଭାଷାରେ ଅନୁବାଦ :
आभार या कृतज्ञता मानते हुए अथवा आभार या कृतज्ञता के साथ।
यह लेख एक अंग्रेजी पत्रिका से साभार लिया गया है।