ଅର୍ଥ : ସତ କହିବାପାଇଁ ଶପଥକରି ମଧ୍ୟ ମିଛ କହିବାର ପ୍ରକ୍ରିୟା
ଉଦାହରଣ :
ଆଜିକାଲି କେତେକ ସାକ୍ଷୀ ତାଙ୍କ ଇଜ୍ଜତ ବିକ୍ରିକରି ମିଛସାକ୍ଷୀ ଦିଅନ୍ତି
ସମକକ୍ଷ : ମିଛସାକ୍ଷୀ, ମିଥ୍ୟା ଶପଥ, ମିଥ୍ୟାସାକ୍ଷୀ
ଅନ୍ୟ ଭାଷାରେ ଅନୁବାଦ :
सच बोलने की कसम खाकर भी झूठ बोलने की क्रिया।
आजकल कुछ गवाह अपने ईमान को बेचकर दरोगहलफी करते हैं।