ଅର୍ଥ : ଗୁପ୍ତ ରୂପରେ ବାର୍ତ୍ତା ପଠାଇବା ବା ଉପସ୍ଥାପିତ କରିବାପାଇଁ ବ୍ୟବହାର କରାଯାଉଥିବା ସଂକେତ
ଉଦାହରଣ :
ମେଜର ଗୁପ୍ତ ସଂକେତଦ୍ୱାରା ସୈନିକମାନଙ୍କୁ ବାର୍ତ୍ତା ପଠାଇଲେ
ସମକକ୍ଷ : କୋଡ୍, ଗୁପ୍ତ ସଂକେତ
ଅନ୍ୟ ଭାଷାରେ ଅନୁବାଦ :
A coding system used for transmitting messages requiring brevity or secrecy.
code