ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୂଅବେଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୂଅବେଙ୍ଗ   ବିଶେଷ୍ୟ

ଅର୍ଥ : କୁଅରେ ରହୁଥିବା ବେଙ୍ଗ

ଉଦାହରଣ : ବର୍ଷାଦିନେ କୂଅର ଜଳସ୍ତର ଉପରକୁ ଆସିଯିବାରୁ କୂଅବେଙ୍ଗ ବାହାରକୁ ଚାଲିଆସେ

ସମକକ୍ଷ : କୂପମଂଡୁକ, କୂପମଣ୍ଡୁକ


ଅନ୍ୟ ଭାଷାରେ ଅନୁବାଦ :

कुएँ में रहनेवाला मेढक।

बरसात के दिनों में कुओं का जल स्तर ऊपर आ जाने के कारण कूपमंडूक बाहर आ जाते हैं।
कूप मंडूक, कूपमंडूक