ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଷାଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଷାଣ   ବିଶେଷ୍ୟ

ଅର୍ଥ : ଏକ ପ୍ରାଚୀନ ଭାରତୀୟ ଶାସକ ବଂଶ

ଉଦାହରଣ : କୁଷାଣ ବଂଶରେ କନିଷ୍କ, ହୁବିଷ୍କ ତଥା ବାସୁଦେବଙ୍କଭଳି ପ୍ରସିଦ୍ଧ ଶାସକ ଥିଲେ

ସମକକ୍ଷ : କୁଷାଣ ବଂଶ


ଅନ୍ୟ ଭାଷାରେ ଅନୁବାଦ :

एक प्राचीन भारतीय शासक वंश।

कुषाण वंश में कनिष्क, हुविष्क तथा वासुदेव जैसे प्रसिद्ध शासक हुए।
कुषाण, कुषाण राजवंश, कुषाण वंश