ଅର୍ଥ : କୁଶଳରେ ରହିବାର ଅବସ୍ଥା
ଉଦାହରଣ :
ସମସ୍ତଙ୍କର କୁଶଳତା ଭଗବାନଙ୍କ ହାତରେ
ଅନ୍ୟ ଭାଷାରେ ଅନୁବାଦ :
कुशल होने की अवस्था या भाव।
सबकी कुशलता भगवान के हाथ में है।A contented state of being happy and healthy and prosperous.
The town was finally on the upbeat after our recent troubles.ଅର୍ଥ : କୌଣସି କାମଆଦିରେ ପ୍ରବୀଣ ହେବାର ଭାବ
ଉଦାହରଣ :
କ୍ରିକେଟରେ ସଚିନଙ୍କ ପ୍ରବୀଣତା ଜଗତବିଖ୍ୟାତ ଖେଳକୁଦରେ ନିପୁଣତା ନିମନ୍ତେ ଅଭ୍ୟାସ ଆବଶ୍ୟକ
ସମକକ୍ଷ : କୌଶଳ, ଦକ୍ଷତା, ନିପୁଣତା, ପଟୁତା, ପ୍ରବୀଣତା
ଅନ୍ୟ ଭାଷାରେ ଅନୁବାଦ :
किसी काम आदि में प्रवीण होने की अवस्था, गुण या भाव।
क्रिकेट में सचिन की प्रवीणता जगजाहिर है।An ability that has been acquired by training.
accomplishment, acquirement, acquisition, attainment, skill