ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଳତାରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଳତାରଣ   ବିଶେଷ୍ୟ

ଅର୍ଥ : କୁଳ ବା ବଂଶ ଉଦ୍ଧାର କରୁଥିବା ବା ପବିତ୍ର କରୁଥିବା ବ୍ୟକ୍ତି

ଉଦାହରଣ : କୁଳତାରଣର ପ୍ରତୀକ୍ଷାରେ ବୁଢ଼ୀର ଆଖି ଜଳକା ହୋଇଗଲାଣି

ସମକକ୍ଷ : କୁଳଉଦ୍ଧାରକ, କୁଳରକ୍ଷକ, କୁଳାଙ୍କୁର, ବଂଶରକ୍ଷକ, ବଅଂଶରକ୍ଷକ


ଅନ୍ୟ ଭାଷାରେ ଅନୁବାଦ :

कुल या वंश को तारने वाला या पवित्र करने वाला व्यक्ति।

कुलतारण की प्रतीक्षा में बूढ़ी आँखें पथरा गईं।
कुल-तारण, कुलतारण, कुलतारन

କୁଳତାରଣ   ବିଶେଷଣ

ଅର୍ଥ : କୁଳ ବା ବଂଶକୁ ଉଧାର ବା ପବିତ୍ର କରିବା ଲୋକ

ଉଦାହରଣ : ଭଗୀରଥଙ୍କ ଭଳି କୁଳତାରଣ ସନ୍ତାନ ନିଜ ପୂର୍ବଜମାନଙ୍କୁ ଉଧାର କରିବାପାଇଁ କଠିନ ତପସ୍ୟା କରିଥିଲେ

ସମକକ୍ଷ : କୁଳ-ତାରଣ


ଅନ୍ୟ ଭାଷାରେ ଅନୁବାଦ :

कुल या वंश को तारने वाला या पवित्र करने वाला।

भगीरथ जैसे कुलतारण संतान ने अपने पुरखों को तारने के लिए कठिन तपस्या की।
कुल-तारण, कुलतारण, कुलतारन