ଅର୍ଥ : ବଂଶରେ କଳଙ୍କ ଲଗାଇବା ବା ଅପମାନିତ କରୁଥିବା ବ୍ୟକ୍ତି
ଉଦାହରଣ :
କୁଳକଳଙ୍କ ନିଜର କୁକାର୍ଯ୍ୟଦ୍ୱାରା ତା କୁଳକୁ କଳଙ୍କିତ କରେ
ସମକକ୍ଷ :
କୁଳକଳଙ୍କ
ଅନ୍ୟ ଭାଷାରେ ଅନୁବାଦ :
वंश को धब्बा लगाने या अपमानित कराने वाला व्यक्ति।
कुलकलंक अपने कारनामों से अपने कुल को कलंकित करते हैं।
कुलकलंक