ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୁମ୍ଭାର ଜାତିର ସ୍ତ୍ରୀ
ଉଦାହରଣ : କୁମ୍ଭାରୁଣୀ ହାଣ୍ଡି ବିକିବାପାଇଁ ବଜାରକୁ ଯାଇଥିଲା
ସମକକ୍ଷ : କୁଂଭାରୁଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
कुम्हार जाति की औरत।
ଅର୍ଥ : କୁମ୍ଭାରର ପତ୍ନୀ
ଉଦାହରଣ : କୁମ୍ଭାରୁଣୀ କାମରେ ତା ସ୍ୱାମୀକୁ ସାହାଯ୍ୟ କରେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुम्हार की पत्नी।
A married woman. A man's partner in marriage.
ସଂସ୍ଥାପନ କରନ୍ତୁ