ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପରିବା, ଫଳ ଉତ୍ପନ୍ନ କରି ବିକୁଥିବା ଜାତିର ମହିଳା
ଉଦାହରଣ : କୁଆଁରୀ କୁଞ୍ଜଡୀ ପାଇଁ କୁଞ୍ଜଡ ବର ଖୋଜାଚାଲିଛି
ସମକକ୍ଷ : କୁଂଜଡୀ, କୁଆଁରୀ କୁଂଜଡୀ, କୁଆଁରୀ କୁଞ୍ଜଡୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
तरकारी, फल उत्पन्न करने वाले और बेचने वाले लोगों की जाति की महिला।
ଅର୍ଥ : କୁଞ୍ଜଡାର ପତ୍ନୀ
ଉଦାହରଣ : କୁଞ୍ଜଡୀ ପ୍ରତିଦିନ ଝୁଡିରେ ସଜ ପନିପରିବା ନେଇ ଗଳିଗଳି ବୁଲୁଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कुँजड़े की पत्नी।
A married woman. A man's partner in marriage.
ସଂସ୍ଥାପନ କରନ୍ତୁ