ଅର୍ଥ : ହାତୀ ଗଳାରେ ପଡ଼ିଥିବା ଦଉଡ଼ି ବା ବନ୍ଧନ ଯେଉଁଥିରେ ଗୋଡ଼ରଖି ମାହୁନ୍ତ ହାତୀକୁ ଚଳାଏ
ଉଦାହରଣ :
ହାତୀଉପରେ ବସିଲାମାତ୍ରେ ମାହୁନ୍ତ କିଲାୱାରେ ତା ଗୋଡ଼ ଭର୍ତ୍ତିକଲା
ଅନ୍ୟ ଭାଷାରେ ଅନୁବାଦ :
हाथी के गले में पड़ा हुआ रस्सा या बंधन जिसमें पैर फँसाकर महावत हाथी को चलाता है।
हाथी पर बैठते ही महावत ने किलावे में अपने पैर फँसा लिए।