ଅର୍ଥ : କିରଗିଜସ୍ତାନର ଅଧିବାସୀ
ଉଦାହରଣ :
ସେଠାରେ ଆମକୁ କିରଗିଜସ୍ତାନୀମାନଙ୍କର ଗୋଟିଏ ପଶୁଦଳ ଦେଖାଗଲା
ସମକକ୍ଷ : କିରଗିଜସ୍ତାନବାସୀ
ଅନ୍ୟ ଭାଷାରେ ଅନୁବାଦ :
किरगिज़स्तान का निवासी।
वहाँ हमें किरगिज़स्तानियों की एक टोली दिखाई पड़ी।ଅର୍ଥ : କିରଗିଜସ୍ତାନ ସମ୍ବନ୍ଧିତ ବା କିରଗିଜସ୍ତାନର
ଉଦାହରଣ :
ଏହା ହେଉଛି ଏକ କିରଗିଜସ୍ତାନୀ ଟୋପି
ଅନ୍ୟ ଭାଷାରେ ଅନୁବାଦ :
Of or relating to or characteristic of Kyrgyzstan or its people or culture.
kyrgyzstani