ଅର୍ଥ : ଯେଉଁ ଗଛରେ ଲାଲ୍ ଫୁଲ ଫୁଟେ
ଉଦାହରଣ :
ଏହି ବଗିଚାରେ ଅଧିକ ପଳାଶ ଗଛ ଅଛି
ସମକକ୍ଷ : ପଳାଶ, ରକ୍ତପୁଷ୍ପକ
ଅନ୍ୟ ଭାଷାରେ ଅନୁବାଦ :
एक पेड़ जिसमें लाल पुष्प लगते हैं।
इस बाग में पलाश की अधिकता है।East Indian tree bearing a profusion of intense vermilion velvet-textured blooms and yielding a yellow dye.
butea frondosa, butea monosperma, dak, dhak, palasଅର୍ଥ : ପଳାଶ ବୃକ୍ଷରୁ ପ୍ରାପ୍ତ ଲାଲ ପୁଷ୍ପ
ଉଦାହରଣ :
ସେ ପଳାଶ ଫୁଲରେ ମା ସରସ୍ୱତୀଙ୍କୁ ପୂଜା କରନ୍ତି
ସମକକ୍ଷ : ପଲାଶ, ପଳାଶ, ପଳାଶ ପୁଷ୍ପ
ଅନ୍ୟ ଭାଷାରେ ଅନୁବାଦ :