ଅର୍ଥ : ବହୁତ ହେରଫେର ବା ପରିବର୍ତ୍ତନ
ଉଦାହରଣ :
ଶ୍ୟାମ ଦୋକାନର କାୟା ପରିବର୍ତ୍ତନ ଦେଖିକରି ଆମେ ଆଚମ୍ଭିତ ହେଲୁ
ସମକକ୍ଷ : କାୟା ପରିବର୍ତ୍ତନ
ଅନ୍ୟ ଭାଷାରେ ଅନୁବାଦ :
The act of changing in form or shape or appearance.
A photograph is a translation of a scene onto a two-dimensional surface.