ଅର୍ଥ : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
ଉଦାହରଣ :
କଂସେଇ ଛେଳିର ଚମଡା ଉତାରୁଛି
ଅନ୍ୟ ଭାଷାରେ ଅନୁବାଦ :
Peel off the outer layer of something.
peel offଅର୍ଥ : କୋଷ, ଥଳି ଆଦିରୁ କୌଣସି ବସ୍ତୁକୁ ଜଲ୍ଦି ବା ଏକ ଝଟକାରେ ବାହାରକୁ ବାହାର କରିବା
ଉଦାହରଣ :
ରାଜା ଖୋଳରୁ ତଲବାର କାଢ଼ିଲେ
ସମକକ୍ଷ : ବାହାର କରିବା
ଅନ୍ୟ ଭାଷାରେ ଅନୁବାଦ :
Move or pull with a sudden motion.
twitchଅର୍ଥ : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
ଉଦାହରଣ :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
ସମକକ୍ଷ : ବାହାର କରିବା
ଅନ୍ୟ ଭାଷାରେ ଅନୁବାଦ :