ଅର୍ଥ : ଏପରି ସ୍ଥାନ ଯାହା କଳ୍ପନାରେ ଥାଏ ବା ଯାହାର କଳ୍ପନା କରାଯାଏ
ଉଦାହରଣ :
କବି ନିଜ କବିତାରେ କାଳ୍ପନିକ ସ୍ଥାନର ପରିଭ୍ରମଣରେ ଚାଲିଯାଆନ୍ତି
ସମକକ୍ଷ : କଳ୍ପିତ ଜାଗା, କଳ୍ପିତ ସ୍ଥାନ, କାଳ୍ପନିକ ଜାଗା, କାଳ୍ପନିକ ଦୁନିଆ
ଅନ୍ୟ ଭାଷାରେ ଅନୁବାଦ :
वह स्थान जो कल्पना में हो या जिसकी कल्पना की गई हो।
कवि अपनी कविता में काल्पनिक स्थान की सैर करने चला जाता है।A place that exists only in imagination. A place said to exist in fictional or religious writings.
fictitious place, imaginary place, mythical place