ଅର୍ଥ : ଏକ ପ୍ରକାର କଲମ ଯେଉଁଥିରେ କାଳି ଭର୍ତ୍ତିକରି ଲେଖାଯାଏ
ଉଦାହରଣ :
ଆଜିକାଲି ଝରକଲମ ଅପେକ୍ଷା ଡଟ୍ପେନ୍ର ବ୍ୟବହାର ବହୁତ ହେଉଛି
ସମକକ୍ଷ : ଝରକଲମ, ଫାଉଣ୍ଟେନ୍ ପେନ୍
ଅନ୍ୟ ଭାଷାରେ ଅନୁବାଦ :
एक तरह की कलम जिसमें स्याही भरकर लिखा जाता है।
आजकल फाउंटेन पेन की अपेक्षा डाट पेन का उपयोग ज्यादा किया जाता है।A pen that is supplied with ink from a reservoir in its barrel.
fountain pen