ଅର୍ଥ : ମହର୍ଷି ବାତ୍ସାୟନ ଦ୍ବାରା ଲେଖାଯାଇଥିବା ଭାରତର ପ୍ରାଚୀନ କାମଶାସ୍ତ୍ର ଗ୍ରନ୍ଥ
ଉଦାହରଣ :
କାମସୂତ୍ରର ଅନୁବାଦ ବିଶ୍ବର କେତେକ ଭାଷାରେ ଅନୁଦିତ ହୋଇସାରିଛି
ସମକକ୍ଷ : କାମ-ସୂତ୍ର
ଅନ୍ୟ ଭାଷାରେ ଅନୁବାଦ :
(Hinduism) an ancient Sanskrit text giving rules for sensuous and sensual pleasure and love and marriage in accordance with Hindu law.
kamasutra