ଅର୍ଥ : ଯେଉଁ ଅଳଙ୍କାରରେ କାବ୍ୟ ସମ୍ବନ୍ଧୀୟ ଚମତ୍କାର ଅଛି
ଉଦାହରଣ :
ଏହି ପୁସ୍ତକରେ କାବ୍ୟାଳଙ୍କାର ବିଷୟରେ ବିସ୍ତୃତ ବର୍ଣ୍ଣନା କରାଯାଇଛି
ସମକକ୍ଷ : କାବ୍ୟାଳଙ୍କାର
ଅନ୍ୟ ଭାଷାରେ ଅନୁବାଦ :
वह अलंकार जिसमें काव्य-संबंधी चमत्कार हो।
इस पुस्तक में काव्यालंकार के बारे में विस्तार से वर्णन किया गया है।