ଅର୍ଥ : କାନରେ ପିନ୍ଧା ଯାଉଥିବା ଫୁଲ ଆକାରର ଗୋଟିଏ ଗହଣା
ଉଦାହରଣ :
ସୀତା ତାଟକ ପିନ୍ଧିବାକୁ ପସନ୍ଦ କରେ
ସମକକ୍ଷ :
କର୍ଣ୍ଣପୂର, କାନଫୁଲ ବିଶେଷ, ତାଟକ, ତାଟଙ୍କ, ତାଡ଼କ
ଅନ୍ୟ ଭାଷାରେ ଅନୁବାଦ :
Jewelry to ornament the ear. Usually clipped to the earlobe or fastened through a hole in the lobe.
earring