ଅର୍ଥ : କାଗଜରେ ତିଆରି ମୁଦ୍ରା
ଉଦାହରଣ :
ସବୁ ଦେଶରେ କାଗଜ ନୋଟ ପ୍ରଚଳନ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
काग़ज़ की बनी हुई मुद्रा।
सभी देशों में काग़ज़ी मुद्रा का प्रचलन है।Currency issued by a government or central bank and consisting of printed paper that can circulate as a substitute for specie.
folding money, paper currency, paper money