ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାଗଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାଗଜ   ବିଶେଷ୍ୟ

ଅର୍ଥ : ଘାସ, ବାଉଁଶଆଦି ପଚାଇ ତିଆରି କରାଯାଉଥିବା ଏହି ପତଳା ପତ୍ର ଯାହାଉପରେ ଚିତ୍ର, ଅକ୍ଷରଆଦି ଲେଖାଯାଏ ବା ଛପାଯାଏ

ଉଦାହରଣ : ସେ ସାଧା କାଗଜ ଉପରେ ମୋର ଦସ୍ତଖତ ନେଲେ


ଅନ୍ୟ ଭାଷାରେ ଅନୁବାଦ :

घास, बाँस आदि सड़ाकर बनाया हुआ वह महीन पत्र जिस पर चित्र, अक्षर आदि लिखे या छापे जाते हैं।

उसने सादे कागज पर मेरा हस्ताक्षर करवाया।
कागज, कागद, काग़ज़, पेपर

A material made of cellulose pulp derived mainly from wood or rags or certain grasses.

paper