ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାକଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାକଡ଼ା   ବିଶେଷ୍ୟ

ଅର୍ଥ : ହିମାଳୟର ପଶ୍ଚିମରେ ହେଉଥିବା ଏକ ପାହାଡ଼ିଆ ଗଛର ଫଳ

ଉଦାହରଣ : କାକଡ଼ା ଫଳ ଆକାରରେ ଅଏଁଳା ସମାନ ଓ ଏଥିରୁ ଆଚାର ପ୍ରସ୍ତୁତ କରାଯାଏ

ସମକକ୍ଷ : କାକଡ଼ା ଫଳ


ଅନ୍ୟ ଭାଷାରେ ଅନୁବାଦ :

हिमालय के पश्चिम में होने वाले एक पहाड़ी वृक्ष का फल।

काकड़ा आकार में आँवले के समान होता है और इसका अचार बनाया जाता है।
अरकोल, काँकड़ा, काकड़ा, काकरा