ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାକୁ କରିବା କଠିନ
ଉଦାହରଣ : ହିମାଳୟ ଚଢ଼ିବା ଦୁଷ୍କର କାମ
ସମକକ୍ଷ : ଅସାଧ୍ୟ, ଦୁଃସାଧ୍ୟ, ଦୁଷ୍କର
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसे करना कठिन हो।
ଅର୍ଥ : କଷ୍ଟର ସହ ସହିବା
ଉଦାହରଣ : ଘରର ଆର୍ଥିକ ପରିସ୍ଥିତି ଖରାପ ହୋଇଯିବାରୁ ଆମର ବଞ୍ଚିବା କଷ୍ଟସାଧ୍ୟ ହୋଇଯାଇଛି
ସମକକ୍ଷ : କଷ୍ଟକର, ଦୁଃସାଧ୍ୟ
कठिनता से सहा जाने वाला।
ସଂସ୍ଥାପନ କରନ୍ତୁ