ଅର୍ଥ : କଳାପ୍ରେମୀ ବା କଳାରେ ଅତ୍ୟଧିକ ରୁଚିଥିବା ବ୍ୟକ୍ତି
ଉଦାହରଣ :
ଜଣେ କଳାପ୍ରେମୀ ଆଗ୍ରହରେ ଗ୍ୟାଲେରିରେ ଥିବା ଚିତ୍ରଗୁଡ଼ିକୁ ଦେଖୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
कला का प्रेमी या कला में अत्यधिक रूचि रखनेवाला व्यक्ति।
एक कलाप्रेमी गौर से कलादीर्घा में लगे चित्रों को देख रहा था।ଅର୍ଥ : କଳାକୁ ଭଲ ପାଉଥିବା ବ୍ୟକ୍ତି
ଉଦାହରଣ :
କିଛି କଳାପ୍ରେମୀ ବ୍ୟକ୍ତିମାନଙ୍କ ଦ୍ୱାରା ଏହି ନାଟ୍ୟଶାଳାର ନିର୍ମାଣ କରାଯାଇଛି
ସମକକ୍ଷ : କଳା ରସିକ
ଅନ୍ୟ ଭାଷାରେ ଅନୁବାଦ :
जिसे कला से प्रेम हो।
कुछ कलाप्रेमी व्यक्तियों के द्वारा इस नाट्यशाला का निर्माण किया गया है।