ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳାପାତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳାପାତି   ବିଶେଷ୍ୟ

ଅର୍ଥ : କଳା ରଖିବାପାଇଁ କାଠି ଲଗା ଢାଙ୍କୁଣିଦିଆ ପାତ୍ର

ଉଦାହରଣ : ମାଆ କଳାପାତିରୁ କଳା ବାହାର କରି ପିଲାଙ୍କୁ ଲଗାଉଛି

ସମକକ୍ଷ : କଜଳପାତି


ଅନ୍ୟ ଭାଷାରେ ଅନୁବାଦ :

काजल रखने का डंडा लगा ढक्कनदार पात्र।

मांॅ कजलौटे से काजल निकाल कर बच्चे को लगा रही है।
कजरौटा, कजलौटा