ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳାଟଙ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳାଟଙ୍କା   ବିଶେଷ୍ୟ

ଅର୍ଥ : କଳାବଜାରୀ ଦ୍ବାରା ପ୍ରାପ୍ତଧନ ବା ଯେଉଁ ଅର୍ଥରାଶି ଉପରେ କର ଦିଆନଯାଇଥାଏ

ଉଦାହରଣ : କିଛି ଭାରତୀୟଙ୍କ ଅନେକ କଳାଟଙ୍କା ବିଦେଶୀ ବ୍ୟାଙ୍କରେ ରହିଛି

ସମକକ୍ଷ : ବ୍ଲାକମନି


ଅନ୍ୟ ଭାଷାରେ ଅନୁବାଦ :

वह पैसा जिस पर कर आदि न दिया गया हो या कालाबाजारी द्वारा प्राप्त धन।

कुछ भारतीयों का बहुत सारा काला धन विदेशी बैंकों में है।
काला धन, ब्लैक मनी, ब्लैकमनी