ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳକଳ ଧ୍ୱନି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳକଳ ଧ୍ୱନି   ବିଶେଷ୍ୟ

ଅର୍ଥ : ଝରଣା,ନଦୀ ଆଦିର ଜଳରେ ଝରିଯିବା ବା ବୋହିଯିବାବେଳେ ଉତ୍ପନ୍ନ ମଧୁର ଶବ୍ଦ

ଉଦାହରଣ : ନଦୀଗୁଡ଼ିକ କଳକଳ ଧ୍ୱନି କରି ବୋହୁଛନ୍ତି

ସମକକ୍ଷ : କଳକଳ


ଅନ୍ୟ ଭାଷାରେ ଅନୁବାଦ :

झरने, नदी आदि के जल के गिरने या बहने से उत्पन्न मधुर शब्द।

नदियाँ कल-कल करती हुई बह रही हैं।
कल-कल, कल-कल ध्वनि, कलकल, कलकल ध्वनि, कलकलाहट

The bubbling sound of water flowing from a bottle with a narrow neck.

gurgle