ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କରମଙ୍ଗା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କରମଙ୍ଗା   ବିଶେଷ୍ୟ

ଅର୍ଥ : ଶିରାଶିରା ଓ ଲମ୍ବାଳିଆ ହୋଇଥିବା ଏକ ଖଟାଳିଆ ଫଳ

ଉଦାହରଣ : ଆମ ସ୍କୁଲ ପାଖରେ ଜଣେ ବୁଢ଼ୀ କରମଙ୍ଗା ବିକ୍ରିକରୁଥିଲା


ଅନ୍ୟ ଭାଷାରେ ଅନୁବାଦ :

फाँकवाला एक लम्बा फल जो स्वाद में खट्टा होता है।

हमारे स्कूल के पास एक बुढ़िया कमरख बेचती थी।
कमरख, वागुण, शिराला, शुकप्रिय

Deeply ridged yellow-brown tropical fruit. Used raw as a vegetable or in salad or when fully ripe as a dessert.

carambola, star fruit