ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କବ୍‌ଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କବ୍‌ଜ   ବିଶେଷ୍ୟ

ଅର୍ଥ : ଯେଉଁ ରୋଗରେ ପେଟରେ ମଳ ଅଟକି ରହେ ବା ଶୀଘ୍ର ମଳତ୍ୟାଗ ହୁଏନାହିଁ

ଉଦାହରଣ : ସେ କୋଷ୍ଠକାଠିନ୍ୟ ରୋଗରେ ପୀଡ଼ିତ ତନ୍ତୁଯୁକ୍ତ ଖାଦ୍ୟ ଭୋଜନ କଲେ କବ୍‌ଜ ଦୂର ହୋଇଥାଏ

ସମକକ୍ଷ : କୋଷ୍ଠକାଠିନ୍ୟ, କୋଷ୍ଠବଦ୍ଧତା


ଅନ୍ୟ ଭାଷାରେ ଅନୁବାଦ :

वह रोग जिसमें पेट में मल रुका रहता है और जल्दी बाहर नहीं निकलता।

वह क़ब्ज़ से पीड़ित है।
रेशेदार भोजन करने से कब्ज दूर होता है।
आनाह, कब्ज, कब्ज़, कब्ज़ियत, कब्जियत, कब्जी, कोष्ठबद्धता, मलरोद्ध, मलावरोध

Irregular and infrequent or difficult evacuation of the bowels. Can be a symptom of intestinal obstruction or diverticulitis.

constipation, irregularity