ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କବଚଧାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କବଚଧାରୀ   ବିଶେଷଣ

ଅର୍ଥ : ଯେ କବଚ ବା ଆବରଣରେ ଯୁକ୍ତ

ଉଦାହରଣ : କଇଁଛ ଏକ କଠିନ କବଚଧାରୀ ଜୀବ

ସମକକ୍ଷ : ଆବରଣଯୁକ୍ତ, ଖୋଳପାଯୁକ୍ତ


ଅନ୍ୟ ଭାଷାରେ ଅନୁବାଦ :

जो कवच से युक्त हो (जन्तु)।

कछुआ एक कठोर कवचधारी जीव है।
कवचधारी, कवचयुक्त, कवचित, कवची

ଅର୍ଥ : ଯିଏ କବଚ ଧାରଣ କରିଥାଏ

ଉଦାହରଣ : କବଚଧାରୀ ଯୋଦ୍ଧା ଯୁଦ୍ଧ ଭୂମିରେ ଧରାଶାୟୀ ହୋଇଗଲା


ଅନ୍ୟ ଭାଷାରେ ଅନୁବାଦ :

जो कवच धारण करता हो या किए हो।

बख्तरबंद योद्धा समर भूमि में धराशायी हो गया।
कवचधारी, कवचित, कवची, ज़िरही, जिरही, बकतरबंद, बकतरबन्द, बख़्तरबंद, बख़्तरबन्द, बख्तरबंद, बख्तरबन्द

Protected by armor (used of persons or things military).

armored, armoured