ଅର୍ଥ : ଯେଉଁ ଗଛର ମଞ୍ଜିକୁ ଭାଜି ଗୁଣ୍ଡକରି ପାନୀୟ ପ୍ରସ୍ତୁତ କରାଯାଏ
ଉଦାହରଣ :
କଫି ମଧ୍ୟମ ଆକାରର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
एक पेड़ जिसके बीजों को भून-पीस कर पेय बनाया जाता है।
कॉफ़ी मझोले कद का होता है।Any of several small trees and shrubs native to the tropical Old World yielding coffee beans.
coffee, coffee treeଅର୍ଥ : ଚା ଗୁଣ୍ଡ ଭଳି ଏକ ପ୍ରକାର ଗୁଣ୍ଡ ଯେଉଁଥିରୁ ପାନୀୟ ତିଆରି କରାଯାଏ
ଉଦାହରଣ :
ସେ ଦୋକାନରୁ ଶହେଗ୍ରାମ କଫି କିଣିଲା
ଅନ୍ୟ ଭାଷାରେ ଅନୁବାଦ :
चाय की पत्ती की तरह का एक चूर्ण जिससे इसी नाम का एक पेय पदार्थ बनता है।
उसने दुकान से सौ ग्राम कॉफ़ी खरीदी।ଅର୍ଥ : ଏକ ଗଛରୁ ପ୍ରାପ୍ତ ଯେଉଁ ମଞ୍ଜିକୁ ଭାଜି ଗୁଣ୍ଡକରି ପାନୀୟ ପ୍ରସ୍ତୁତ କରାଯାଏ
ଉଦାହରଣ :
ସେମାନେ କଫିକୁ ଅତିଶୀଘ୍ର ଭାଜି ଗୁଣ୍ଡକରି କଫି ପ୍ରସ୍ତୁତ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :