ଅର୍ଥ : କପଟପୂର୍ଣ୍ଣ ଯୁକ୍ତି ବା କୌଶଳ
ଉଦାହରଣ :
ଧୂର୍ତ୍ତ ଲୋକ କୂଟ ଯୁକ୍ତିରେ ନିଜ କାମ କରି ନିଅନ୍ତି
ସମକକ୍ଷ : କପଟ ଯୁକ୍ତି, କୂଟ ଯୁକ୍ତି
ଅନ୍ୟ ଭାଷାରେ ଅନୁବାଦ :
ऐसी युक्ति या चाल जो कपटपूर्ण हो।
धूर्त लोग कूट युक्ति से अपना काम निकाल लेते हैं।