ଅର୍ଥ : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ଉଦାହରଣ :
ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି
ସମକକ୍ଷ : ଆଳାପ, ଚର୍ଚ୍ଚା, ବାର୍ତ୍ତାଳାପ, ସଂଭାଷଣ
ଅନ୍ୟ ଭାଷାରେ ଅନୁବାଦ :
आपस में बात करने या बोलने की क्रिया।
वे लोग देश की आर्थिक स्थिति पर बातचीत कर रहे थे।The use of speech for informal exchange of views or ideas or information etc..
conversationଅର୍ଥ : କଥାବାର୍ତ୍ତା କରିବାର ଅବସ୍ଥା ବା ଭାବ
ଉଦାହରଣ :
ପିତାମାତାଙ୍କୁ ନିଜ ପିଲାଙ୍କସହ ନିରନ୍ତର ସମ୍ଭାଷଣଶୀଳତା ବଜାୟ ରଖିବା ଉଚିତ
ସମକକ୍ଷ : ସମ୍ଭାଷଣଶୀଳତା
ଅନ୍ୟ ଭାଷାରେ ଅନୁବାଦ :
संवादशील होने की अवस्था या भाव।
माता-पिता को अपने बच्चों के साथ निरंतर संवादशीलता बनाये रखना चाहिए।ଅର୍ଥ : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ଉଦାହରଣ :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ସମକକ୍ଷ : ଆଲୋଚନା, କଥା, ବାର୍ତ୍ତାଳାପ
ଅନ୍ୟ ଭାଷାରେ ଅନୁବାଦ :
दो या दो से अधिक व्यक्तियों का किसी प्रकरण पर आपस में कुछ कहना।
हम लोग तुम्हारे बारे में ही बात कर रहे थे।Talk socially without exchanging too much information.
The men were sitting in the cafe and shooting the breeze.