ଅର୍ଥ : ତରଳ କିମ୍ବା ଗ୍ୟାସ ହୋଇନଥିବା କୌଣସି ନିଶ୍ଚିତ ଆୟତନ ଏବଂ ଆକାର ଥିବା ବସ୍ତୁ
ଉଦାହରଣ :
ପଦାର୍ଥ କଠିନ, ତରଳ ଏବଂ ଗ୍ୟାସ ଏଭଳି ତିନୋଟି ଅବସ୍ଥାରେ ମିଳେ
ସମକକ୍ଷ : କଠିନ ପଦାର୍ଥ
ଅନ୍ୟ ଭାଷାରେ ଅନୁବାଦ :
वह जो निश्चित आयतन एवं आकार का हो या ना तरल हो ना गैस।
पदार्थ ठोस, द्रव और गैस इन तीन अवस्थाओं में पाया जाता है।ଅର୍ଥ : ସେହି ସ୍ଥିତି ଯେଉଁଥିରେ କୌଣସି କାମ କରିବାପାଇଁ କିଛି ବିଘ୍ନ ବା ବାଧା ହୁଏ
ଉଦାହରଣ :
ଏହି ପରିସ୍ଥିତିରେ କାମ କରିବା ମୋପାଇଁ କଠିନ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
A condition or state of affairs almost beyond one's ability to deal with and requiring great effort to bear or overcome.
Grappling with financial difficulties.ଅର୍ଥ : ନିଶ୍ଚିତ ଆୟତନ ଏବଂ ଆକାରର ଯାହା ତରଳ ନୁହେଁ କିମ୍ବା ଗ୍ୟାସ ନୁହେଁ
ଉଦାହରଣ :
ପଥର ଏକ କଠିନ ପଦାର୍ଥ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଶୀଘ୍ର ବୁଝି ହୁଏ ନାହିଁ
ଉଦାହରଣ :
ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
ଅନ୍ୟ ଭାଷାରେ ଅନୁବାଦ :
Difficult to analyze or understand.
A complicated problem.ଅର୍ଥ : ଚଟାଣର ବା ଚଟାଣ ସଂବନ୍ଧୀୟ
ଉଦାହରଣ :
ପଥୁରିଆ ଜାଗାରେ ଖୋଦନ କରିବା କିଛି କଠିନ ହୁଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ବ୍ୟବହାର କଠୋର ହୋଇଥାଏ ବା ଯେ କଠୋର ବ୍ୟବହାର କରେ
ଉଦାହରଣ :
ଆମ ପ୍ରଧାନଶିକ୍ଷକ ବଡ଼ କଠୋର, ସେ ସବୁପିଲାଙ୍କ ସହିତ ବହୁତ କଠୋର ଭାବରେ ମିଶିଥାନ୍ତି
ଅନ୍ୟ ଭାଷାରେ ଅନୁବାଦ :
जिसका व्यवहार कठोर हो या जो कठोर व्यवहार करता हो।
हमारे प्रधानाचार्यजी सख्त हैं,वे सभी बच्चों के साथ बहुत ही सख़्ती से पेश आते हैं।ଅର୍ଥ : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
ଉଦାହରଣ :
ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
ସମକକ୍ଷ : କୂଟ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ, ତେଢ଼ା
ଅନ୍ୟ ଭାଷାରେ ଅନୁବାଦ :
Difficult to analyze or understand.
A complicated problem.