ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଛା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଛା   ବିଶେଷ୍ୟ

ଅର୍ଥ : ଧୋତିର ଯେଉଁ ଅଂଶ ପଛରେ ଖୋସା ଯାଏ

ଉଦାହରଣ : ବାପା ଧୋତିର କଛା ଖୋସୁଖୋସୁ ବାହାରକୁ ଚାଲି ଗଲେ


ଅନ୍ୟ ଭାଷାରେ ଅନୁବାଦ :

धोती का वह भाग जो पीछे खोंसा जाता है।

पिताजी धोती की लाँग खोंसते हुए ही बाहर चले गए।
कक्षा, कख्ष, कच्छ, कछोटा, कांछ, काछ, लाँग, लांग