ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଙ୍କଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଙ୍କଡ଼ା   ବିଶେଷ୍ୟ

ଅର୍ଥ : ପାଣିରେ ରହୁଥିବା ଗୋଟିଏ ଛୋଟ ଜନ୍ତୁ ଯାହାର ଆଠଟି ପାଦ ଏବଂ ଦୁଇଟି ପଞ୍ଝା ଅଛି

ଉଦାହରଣ : ବର୍ଷା ସମୟରେ କଙ୍କଡ଼ା ଯେକୌଣସି ଜାଗାରେ ବୁଲୁଥିବାର ଦେଖିବାକୁ ମିଳେ


ଅନ୍ୟ ଭାଷାରେ ଅନୁବାଦ :

पानी में रहने वाला एक छोटा जन्तु जिसके आठ पैर और दो पंजे होते हैं।

बरसात के मौसम में केकड़ा कहीं भी घूमता हुआ नज़र आ सकता है।
अपत्यशत्रु, कर्क, कर्कट, केकड़ा, जलबिल्व, तिर्यग्दिश्, तिर्यग्यान, बहुक, मुखास्त्र, सोलपंगो

Decapod having eyes on short stalks and a broad flattened carapace with a small abdomen folded under the thorax and pincers.

crab