ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କକୁଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କକୁଭ   ବିଶେଷ୍ୟ

ଅର୍ଥ : ଗୋଟିଏ ରାଗ

ଉଦାହରଣ : ସଙ୍ଗୀତଜ୍ଞ କୁକୁଭରାଗର ଆଳାପ କରୁଛନ୍ତି

ସମକକ୍ଷ : କକୁଭ ରାଗ, କୁକୁଭ, କୁକୁଭରାଗ


ଅନ୍ୟ ଭାଷାରେ ଅନୁବାଦ :

एक राग।

संगीतज्ञ कुकुभ अलाप रहा है।
ककुभ, ककुभ राग, ककुभराग, कुकुभ, कुकुभ राग, कुकुभराग

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ବୀଣାର ମୁଣ୍ଡରେ ମୋଡ଼ି ହୋଇଥିବା କାଠ

ଉଦାହରଣ : ଏହି ବୀଣାର କକୁଭ ଭାଙ୍ଗିଯାଇଛି


ଅନ୍ୟ ଭାଷାରେ ଅନୁବାଦ :

वीणा के सिरे पर की मुड़ी हुई लकड़ी।

इस वीणा का ककुभ टूट गया है।
ककुभ, प्रसेवक

ଅର୍ଥ : ଏକ ପ୍ରକାର ଛନ୍ଦ

ଉଦାହରଣ : କକୁଭ ଛନ୍ଦରେ ତିନୋଟି ପଦ ରହିଛି

ସମକକ୍ଷ : କକୁଭ ଛନ୍ଦ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का छंद।

ककुभ में तीन पद होते हैं।
ककुभ

(prosody) a system of versification.

poetic rhythm, prosody, rhythmic pattern