ଅର୍ଥ : ଛପାଇ ହେବା ପୂର୍ବରୁ ବିଷୟବସ୍ତୁକୁ ପୃଷ୍ଠା ଉପରେ ସଜାଉଥିବା ବ୍ୟକ୍ତି
ଉଦାହରଣ :
କମ୍ପୋଜିଟର ଖବରକାଗଜ ଛପାଇବା ନିମନ୍ତେ ଅକ୍ଷର ଯୋଡା କାମ କରୁଛି
ସମକକ୍ଷ : କମ୍ପୋଜିଟର
ଅନ୍ୟ ଭାଷାରେ ଅନୁବାଦ :
छपाई से पहले विषय वस्तु को पृष्ठ पर व्यवस्थित करने वाला व्यक्ति।
अक्षर-संयोजक अखबार छापने के लिए अक्षर-संयोजन कर रहा है।